Download Now Banner

This browser does not support the video element.

ପିପିଲି: ୩୧୬ ନଂ ଜାତୀୟ ରାଜପଥରେ ଯିବା ବେଳେ କାର ଧକ୍କାରେ ଜଣେ ଦିବ୍ୟାଙ୍ଗ ମୃତ, ଥାନାରେ ମାମଲା ରୁଜୁ

Pipili, Puri | Mar 19, 2024
ଗୁରୁବାର ଢେଙ୍କାନାଳର ଦିବ୍ୟାଙ୍ଗ ବିଜୟ କୁମାର ପରିଡ଼ା ଦିବ୍ୟାଙ୍ଗ ଗ୍ରୁପ ସହ ପୁରୀ ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ବିଜୟ ଅଚେତ ହୋଇ ପଡ଼ିଯିବାରୁ ସ୍ଥାନୀୟ ଲୋକେ ତାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସୋମବାର ମୃତକଙ୍କ ପିତା ପିପିଲି ଥାନାରେ ଅଭିଯୋଗ କରିବା ପରେ ୧୩୧/୨୪ରେ ଏକ ମାମଲା ରୁଜୁ କରାଯାଇଛି।
Read More News
T & CPrivacy PolicyContact Us