This browser does not support the video element.
ନୂଆପଡା: ବିଜେପି କାର୍ଯ୍ୟାଳୟରେ କର୍ମୀ ସମ୍ମିଳନୀ ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା
Nuapada, Nuapada | Sep 23, 2025
ଆଜି ନୂଆପଡ଼ା ଗସ୍ତରେ ଆସିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ କର୍ମୀ ସମ୍ମିଳନୀ ଆଉ ମିଶ୍ରଣ ପର୍ବରେ ସାମିଲ ହୋଇ ଦିନ ୨ଟା ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି।ଓଡ଼ିଶା ସହିତ ନୂଆପଡ଼ା ଏକ ନମ୍ବର ହେବ। ନୂଆପଡ଼ାକୁ ଏକ ନମ୍ବର କରିବା ପାଇଁ ଦାୟିତ୍ୱ ମୁ ନେବି କେବଳ ଆପଣ ଆଗାମୀ ଉପ ନିର୍ବାଚନରେ ବିଜେପିକୁ ବିଜୟୀ କରାନ୍ତୁ ବୋଲି କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ।