This browser does not support the video element.
ପରଜଙ୍ଗ: କୁଲେଇ ଗାଁ ଦାଣ୍ଡରେ ରାଜକୀୟ ଠାଣିରେ ଚାଲିଲେ ଗଜରାଜ
Parajang, Dhenkanal | Sep 6, 2025
କୁଲେଇ ଗାଁ ଦାଣ୍ଡରେ ରାଜକୀୟ ଠାଣିରେ ଚାଲିଲେ ଗଜରାଜ ମହାବିରୋଡ ବନାଞ୍ଚଳ ରଙ୍ଗଥଳି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୁଲେଇ ଗାଁ ଦାଣ୍ଡରେ ଶନିବାର ଅପରାହ୍ନ ୪ଟାରେ ରାଜକୀୟ ଠାଣୀରେ ଚାଲି ଛନ୍ତି ଗଜରାଜଙ୍କୁ କେତେକ ଲୋକ ତାଙ୍କ ପଛରେ ଚିତ୍କାର କରୁଥିବା ବେଳେ ସେ ପରବାୟରେ ଚାଲୁଛନ୍ତି ।ତେବେ ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ଦନ୍ତା ଓ ଗଜରାଜକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି। ଦନ୍ତା ହାତୀକୁ ନେଇ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖାଦ୍ୟ ଅନେଷ୍ଵଣରେ ଦନ୍ତା ହାତୀଟି ଗାଁ ମୁହାଁ ହୋଇଥିବ ଜଣା ପଡ଼ିଛି ବନ ବିଭାଗ ଦୃଷ୍ଟି ଦେବାକୁ ଦାବୀ ହୋଇଛି