Install App
sushantpattnayak1983
This browser does not support the video element.
ଛତ୍ରପୁର: ଗାଈ ପେଟରୁ ବାହାରିଲା ୩୦ କେଜି ପଲିଥିନ, ସଫଳ ଅସ୍ତ୍ରୋପଚାର କରି ବ୍ରହ୍ମପୁର ପଶୁ ଡାକ୍ତରଖାନା ଠାରେ ପ୍ରତିକ୍ରିୟା ରଖିଲେ ଡାକ୍ତର
Chhatrapur, Ganjam | Sep 8, 2025
ବ୍ରହ୍ମପୁର ସହରରେ ଏକ ଗାଈ ପେଟରୁ ବାହାରିଲା ୩୦ କେଜି ପଲିଥିନ। ଗତକାଲି ଗାଈଟି ଅସୁସ୍ଥ ହୋଇଥିବା ବେଳେ ତାକୁ ପଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ତାର ଅସ୍ତ୍ରୋପଚାର କରାଯାଇଥିଲା। ସଫଳ ଅସ୍ତ୍ରୋପଚାର ପରେ ସୋମବାର ଅପରାହ୍ନରେ ବ୍ରହ୍ମପୁର ଆସିକା ରୋଡ଼ ସ୍ଥିତ ପଶୁ ଡାକ୍ତରଖାନା ପରିସରରେ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ସତ୍ୟ ନାରାୟଣ କର।
Share
Read More News
T & C
Privacy Policy
Contact Us
Your browser does not support JavaScript!