Install App
sabitagiri934
This browser does not support the video element.
ଭୋଗରାଇ: ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ପ୍ରତିବାଦରେ ଗେଟ ରେ ତାଲା ପକାଇ ଆନ୍ଦୋଳନ କଲେ ଆରୁହାପାଳ ବିଦ୍ୟାଳୟର ଛାତ୍ର ଛାତ୍ରୀ ।
Bhograi, Balasore | Sep 2, 2025
ଶିକ୍ଷକଙ୍କ ଅଚାନକ ବଦଳି ପ୍ରତିବାଦରେ ବର୍ଷାରେ ଭିଜି ବଦଳି ରୋକିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ କଲେ ଆନ୍ଦୋଳନ । ଭୋଗରାଇ ଆରୁହାପାଳ ବିଦ୍ୟାଳୟ ରେ ଘଟଣା । ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ । ପ୍ରବଳ ବର୍ଷା ସତେ ବି ଭିଯୁ ଛନ୍ତି ଛାତ୍ରଛାତ୍ରୀ ।
Share
Read More News
T & C
Privacy Policy
Contact Us
Your browser does not support JavaScript!