Download Now Banner

This browser does not support the video element.

ଟିଟିଲାଗଡ: ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଟିଟିଲାଗଡ଼ ବ୍ଲକ ବିଜେପୁର ଅଞ୍ଚଳର ଶତାଧିକ ବିଜେଡି କର୍ମୀ।

Titlagarh, Balangir | Oct 6, 2025
ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିଟିଲାଗଡ଼ ବ୍ଲକ ବିଜେପୁରର ବରିଷ୍ଠ ଯାଦବ ନେତା ଅଶୋକ ବଗର୍ତ୍ତୀଙ୍କ ନେତୃତ୍ୱରେ ଶତାଧିକ ଯାଦବ ଭାଇ ଆଜି ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡ଼ି ଦଳ ଛାଡି ବିଜେପିରେ ଯୋଗଦାନ କରିଛନ୍ତି l ସଭିଙ୍କୁ ଦଳରେ ସ୍ୱାଗତ ସହ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ ଆହ୍ୱାନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ।
Read More News
T & CPrivacy PolicyContact Us