Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନାଞ୍ଚଳ ଅନ୍ତର୍ଗତ ପୁଟିବନ୍ଧ ରେ ଜଣେ ଯୁବକ କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

Sambalpur M, Sambalpur | Aug 31, 2025
ଧନୁପାଲି ଥାନାଞ୍ଚଳ ଅନ୍ତର୍ଗତ ପୁଟିବନ୍ଧ ଠାରେ ଜଣେ ୧୭ ବର୍ଷିୟ ଯୁବକ ଘରେ ଥିବା ବେଳେ କିଛି ଯୁବକ ତାଙ୍କୁ ଘରୁ ଡାକିଥିଲେ । ସେମାନେ ଡାକିବାରୁ ଘରୁ ବାହାରକୁ ଆସିବା ମାତ୍ରେ ସେମାନେ କୌଣସି କାରଣରୁ ଏକ ଅନ୍ଧାରୁଆ ସ୍ଥାନକୁ ଟେକି ନେଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ସେ ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ବୁର୍ଲା ଭିମସାରକୁ ନିଆଯାଇ ଚିକିତ୍ସା କରାଯାଉଛି । ଏ ନେଇ ଅଭିଯୋଗ ହେବାରୁ ଧନୁପାଲି ପୁଲିସ ଏକ ମାମଲା ରୁଜୁ କର
Read More News
T & CPrivacy PolicyContact Us