Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଝାଞ୍ଜିର ମଙ୍ଗଳା ଠାରେ ବ୍ରହ୍ମକୁମାରୀ ଅନୁଷ୍ଠାନ ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ,ଯୋଗଦେଲେ ବିଧାୟିକା

Cuttack M Corp PS, Cuttack | Aug 27, 2025
ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ଯୋଗଦେଲେ ବିଧାୟିକା। ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ କଟକ ସ୍ଥିତ ଝାଞ୍ଜିର ମଙ୍ଗଳା ଠାରେ ବ୍ରହ୍ମକୁମାରୀ ଅନୁଷ୍ଠାନରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏ ନେଇ ମୁଖ୍ୟ ଅତିଥି ଭାବେ ବିଧାୟିକା ସୋଫିଆ ଫିର୍ଦୋସ ଯୋଗଦେଇଥିଲେ। ଆଜିର କାର୍ଯ୍ୟକ୍ରମ ରେ ଆନୁଷ୍ଟାନ ଅନ୍ୟ କର୍ମୀ ମାନେ ଉପସ୍ଥିତ ରହିଥିଲେ । ଶାନ୍ତି ଓ ଶୃଙ୍ଖଳା ପରିବେଶ ମଧ୍ୟରେ ରକ୍ତଦାନ ପରି ମହତ୍ କାର୍ଯ୍ୟରେ ଅନେକ ରକ୍ତଦାତା ଯୋଗ ଦେଇ ଏହାକୁ ସଫଳ କରାଯାଇଥିଲା।
Read More News
T & CPrivacy PolicyContact Us