Download Now Banner

This browser does not support the video element.

କେନ୍ଦୁଝର ସହର: ଦେଶ କରମ ପରବ ପାଇଁ ଜାୱା ଉଠା କାର୍ଯ୍ୟକ୍ରମ ଅଁଳାଡିହା ଠାରେ ଅନୁଷ୍ଟିତ ଯୋଗଦେଲେ ରାଜ୍ୟସଭା ସାଂସଦ

Kendujhar Town, Kendujhar | Aug 28, 2025
ପାଟଣା-ପାଟଣା ବ୍ଲକ ଅନ୍ତର୍ଗତ ଅଁଳାଡିହା ଠାରେ ଚଳିତ ବର୍ଷର ରାଜ୍ୟ ସ୍ତରୀୟ ଦେଶ କରମ ପରବ ପାଇଁ ଆଜି ଜାୱା ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।କୁଡୁମି ସମ୍ପ୍ରଦାୟର ଏହି ଦେଶ କରମ ପର୍ଵ ଅଁଳାଡିହା ଠାରେ ଅଗଷ୍ଟ 28 ତାରିଖ ରୁ ସେପ୍ଟେମ୍ବର 4 ତାରିଖ ପର୍ଯ୍ୟନ୍ତ ପାଳିତ ହେବ।ଏହି ପର୍ଵ ର ନୀତି ନିୟମ ଅନୁସାରେ ଆଜି ଧାନବେଣୀ ନିକଟ ପବିତ୍ର ବୈତରଣୀ ନଦୀ ଘାଟ କରମ ତୀର୍ଥ ଠାରେ ଜାୱା ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
Read More News
T & CPrivacy PolicyContact Us