Download Now Banner

This browser does not support the video element.

କେନ୍ଦ୍ରାପଡା: ସାଉଥ ଆଫ୍ରିକାରେ ଡାଙ୍ଗମାଳର ଦାଦନ ଶ୍ରମିକକୁ ହତ୍ୟା ଅଭିଯୋଗ,ଜିଲାପାଳଙ୍କୁ ଭେଟି ନ୍ୟାୟ ମାଗିଲେ ପରିବାର ସଦସ୍ୟ କାର୍ତିକ ବେହେରା

Kendrapara, Kendrapara | Sep 12, 2025
କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳର ଜଣେ ଯୁବକ ସାଉଥ ଆଫ୍ରିକାରେ ଏକ ଠିକା ସଂସ୍ଥାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି l ତେଵେ ପରିବାର ଲୋକେ ତାକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ଜିଲାପାଳଙ୍କୁ ଭେଟି ନ୍ୟାୟ ନିବେଦନ କରିଛନ୍ତି l ମୃତଶରୀର ଫେରାଇ ଆଣିବା ସହ ଦୋଷୀ ବିରୋଧରେ ଦଣ୍ଡବିଧାନ ପାଇଁ ମୃତକ ପରିବାର ସଦସ୍ୟ କାର୍ତିକ ବେହେରା ଜିଲାପାଳ ଅଫିସରେ ଜିଲାପାଳଙ୍କୁ ଭେଟି ପ୍ରତିକ୍ରିୟା ରଖିଛନ୍ତି l
Read More News
T & CPrivacy PolicyContact Us