Download Now Banner

This browser does not support the video element.

ରାୟଗଡା: ମାଁ ମଙ୍ଗଳାପୂଜା ପାଇଁ ଉତ୍ସବମୁଖର ଖମାପଦର ଗ୍ରାମ,ବ୍ରତଧାରୀମହିଳମାନେ ମୁଣ୍ଡରେମାଁଙ୍କ ମୂର୍ତ୍ତିଧରି ନଗର ପରିକ୍ରମା କରିବା ସହ ପୂଜାର୍ଚ୍ଚନା

Rayagada, Rayagada | Sep 9, 2025
ଆଜି ହେଉଛି ଆଶ୍ୱିନ ମାସ ର ପ୍ରଥମ ମଙ୍ଗଳ ବାର ଏଥିପାଇଁ ବ୍ରତାଧରି ମା ମାନେ ମାଁ ମଙ୍ଗଳା ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି।ଏକ ମାସ ପର୍ଯ୍ୟନ୍ତ ଖମା ପଦର ଗ୍ରାମ ରେ ମା ଙ୍କୁ ପୂଜାର୍ଚ୍ଚନା କରିବେ ମହିଳା ମାନେ
Read More News
T & CPrivacy PolicyContact Us