Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: କୋଡିଙ୍ଗା: ନବରଙ୍ଗପୁରରେ ଓଟିଇଟିର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପତ୍ନୀ

Nabarangapur PS, Nabarangpur | Sep 28, 2025
ନବରଙ୍ଗପୁର ଜିଲ୍ଲାରେ ଶନିବାର ଦିନ ସ୍ବତନ୍ତୁ OTET ପରୀକ୍ଷା ଦେଇଥିବା ହଜାର ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ପତ୍ନୀ ଚୈତି ଗୋଣ୍ଡ ମଧ୍ଯ ସାମିଲ ଥିଲେ । ସେ ନୂଆଗଡାର ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକ ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ବାଧ୍ୟତାମୂଳକ ପରୀକ୍ଷା ଦେଇଥିଲେ ।
Read More News
T & CPrivacy PolicyContact Us