Install App
dhenkanalknagar
This browser does not support the video element.
କାମାକ୍ଷାନଗର: କଙ୍କଡାହାଡ଼ରେ ଗୁରୁବାର ୧ଟାରେ ବରିଷ୍ଠ ନାଗରିକ ସମିଳନୀ ଅନୁଷ୍ଠିତ ଉପସ୍ଥିତ ରହିଲେ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ
Kamakshyanagar, Dhenkanal | Sep 25, 2025
କଙ୍କଡାହାଡ଼ରେ ଗୁରୁବାର ୧ଟାରେ ବରିଷ୍ଠ ନାଗରିକ ସମିଳନୀ ଅନୁଷ୍ଠିତ ଉପସ୍ଥିତ ରହିଲେ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ଠାରେ ଗୁରୁବାର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଠାରେ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ ଉପସ୍ଥିତ ଥିବାବେଳେ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!