Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: କେନ୍ଦୁଝର ରେ 69 ତମ ରାଜ୍ୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡୋ ପ୍ରତିଯଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ନବରଙ୍ଗପୁର ମାଟିର ଝିଅ

Nabarangapur PS, Nabarangpur | Sep 11, 2025
କେନ୍ଦୁଝର ରେ 69 ତମ ରାଜ୍ୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡୋ ପ୍ରତିଯଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ନବରଙ୍ଗପୁର ମାଟିର ଝିଅ । କୁହାଯାଏ ଇଚ୍ଛାଶକ୍ତି ଥିଲେ ସମସ୍ତ ଲକ୍ଷ୍ୟ ହାସଲ କରି ହୁଏ । ଏହି ଉକ୍ତିର ଯଥାର୍ଥତାକୁ ପ୍ରମାଣିତ କରି ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜବାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ପୂଜା ବଞ୍ଜାରା। ତାଙ୍କ ଘର ଉମରକୋଟ ବେଲଗାଁ ଅଞ୍ଚଳରେ, ତାଙ୍କ ବାପା ମା ଉଭୟଙ୍କର ମୃତ୍ୟୁ ଘଟି ସାରିଛି। ଉତ୍କଳ ବାଳିକା ଆଶ୍ରମ ୟୁନିଟ 2 ମାଝୀଗୁଡାରେ ରହି ଜବାଗୁଡା ସ୍କୁଲରେ ସେ ପାଠ ପଡନ୍ତି ।
Read More News
T & CPrivacy PolicyContact Us