Download Now Banner

This browser does not support the video element.

ଓରିଏଣ୍ଟ: ଓସେପାର ଯୁଗ୍ମ ନିର୍ଦ୍ଦେଶିକାଙ୍କ ଦ୍ବି-ଦିବସୀୟ ଝାରସୁଗୁଡା ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

Orient, Jharsuguda | Sep 2, 2025
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତଥା ଓସେପାର ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ସାହୁ ଦ୍ବି-ଦିବସୀୟ ଝାରସୁଗୁଡା ଜିଲ୍ଲା ପରିଦର୍ଶନ କରିଛନ୍ତି। ତେବେ ଆଜି ସକାଳ ଏଗାରଟା ସମୟରେ ଦ୍ଵିତୀୟ ଦିବସର ପ୍ରଥମାର୍ଦ୍ଧରେ  ଜିଲ୍ଲାର ବେଲପାହାଡ଼ ସ୍ଥିତ ଗିରିଧାରୀଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସ୍ମାର୍ଟ ଶ୍ରେଣୀ ଗୃହ, ଅଟଳ ଟିଙ୍କରିଂ ଲ୍ୟାବ୍,ରିଡ୍ ଟୁ ମି, ବିଜ୍ଞାନାଗାର ଆଦି ଗୁଡିକର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିବା ସହିତ ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା ଅଧୀନରେ ନିର୍ମାଣାଧିନ କୋଠା ତଥା ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲ
Read More News
T & CPrivacy PolicyContact Us