Download Now Banner

This browser does not support the video element.

ମୋରଡା: ଉଫାଲଗଡିଆ ଗ୍ରାମର ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଗ୍ରାମର ପରିତ୍ୟକ୍ତ କୂଅରୁ ଉଦ୍ଧାରପରେ ବ୍ୟବଚ୍ଛେଦ କଲା ମୋରଡା ପୁଲିସ

Muruda, Mayurbhanj | Aug 25, 2025
ମୋରଡା ଥାନା ଚିକିଟାମାଟିଆ ପଞ୍ଚାୟତ ଅଧୀନ ଉଫାଲଗଡିଆ ଗ୍ରାମର ଏକ ପରିତ୍ୟକ୍ତ ଗଭୀର କୂଅରୁ ଗ୍ରାମର ଜନୈକ ନିଖୋଜ ଯୁବକଙ୍କ ଗଳିତ ମୃତଦେକୁ ଜବକରି ବ୍ୟବଚ୍ଛେଦ ପରେ ସୋମବାର ଅପରାହ୍ନ ତିନିଟରେ ମୃତଦେହ ପରିବାବର୍ଗଙ୍କୁ ହସ୍ତାନ୍ତର କଲା ମୋରଡା ପୁଲିସ l ମୃତକ ଯୁବକ ଜଣକ ହେଉଛନ୍ତି ଉଫାଲଗଡିଆ ଗ୍ରାମର ସ୍ବର୍ଗତ କିନାରାମ ଟୁଡୁଙ୍କ ୪୫ବର୍ଷୀୟ ପୁଅ ଲକ୍ଷ୍ମଣ ଟୁଡୁ l ଦୁଇଦିନ ପୂର୍ବରୁ ଭୋର ସମୟରେ ଶୈଚପାଇଁ ଯାଇ ନିଖୋଜ ହୋଇଯାଇଥିଲେ l
Read More News
T & CPrivacy PolicyContact Us