This browser does not support the video element.
ଜି ଉଦୟଗିରି: ଘୁ ଉଦୟଗିରି ନୂତନ ହାଟ ପାଖରେ ଚାକୁଣ୍ଡା ଗଛର ଡାଳ ପଡି ଏକ ଅଟୋ କ୍ଷତିଗ୍ରସ୍ତ ହୋଇଥିବା ସୂଚନା
G Udayagiri, Kandhamal | Aug 28, 2024
ଘୁ ଉଦୟଗିରି ନୂତନ ହାଟ ନିକଟରେ ସୁଧ କାମରେ ଯୋଗ ଦେବା ପାଇଁ ଆସି ରାସ୍ତା ସାଇଡ଼ରେ ଚାକୁଣ୍ଡା ଗଛ ତଳେ ରଖା ହେଇଥିବା ଅଟୋ ଉପରେ ଡାଳ ପଡ଼ିଥିଲା ଫଳରେ ଅଟୋ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା କିନ୍ତୁ କେହି ଆହତ ହୋଇ ନାହାନ୍ତି।ରେବିଙ୍ଗିଆ ଅଞ୍ଚଳରୁ ଏହି ଅଟୋ ଆସିଥିଲା ।ଅଗ୍ନିଶମ ବାହିନୀକୁ ପହଞ୍ଚି ଡାଳ କାଟି ଅଟୋ ଲାଗିଥିବା ଦେଖିବାକୁ ମିଳିଛି ।