This browser does not support the video element.
ଆସିକା: ବାବନପୁର ପଞ୍ଚାୟତ ରେ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
Asika, Ganjam | Sep 1, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ବାବନପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବାବନପୁର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗ ଦେଇ ନିଜ ନିଜର ସମସ୍ୟାକୁ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଜଣାଇଥିଲେ l