This browser does not support the video element.
କଣ୍ଟାମାଳ: ମହେଶ୍ୱରପିଣ୍ଡା ନିକଟରେ ପୋଲିସ ଗାଡି ସହ ସ୍କୁଟି ଧକ୍କା ହବା ଘଟଣା ଲୋକଙ୍କୁ ବୁଝାସୁଝା ପରେ ହଟିଲା ରାସ୍ତା ରୋକ
Kantamal, Boudh (Bauda) | Oct 9, 2025
ମହେଶ୍ୱରପିଣ୍ଡା ନିକଟରେ ପୋଲିସ ଗାଡି ସହ ସ୍କୁଟି ଧକ୍କା ହବା ଘଟଣା ଲୋକଙ୍କୁ ବୁଝାସୁଝା ପରେ ହଟିଲା ରାସ୍ତା ରୋକ ମନମୁଣ୍ଡା ଥାନା ଜାତୀୟ ରାଜପଥ 57ର ମହେଶ୍ୱର ପିଣ୍ଡା ନିକଟରେ ମନମୁଣ୍ଡା ଥାନା ଶଗଡ଼I ଫାଣ୍ଡି ପୋଲିସ ଗାଡି ସହ ସ୍କୁଟି ଧକ୍କା ହୋଈଥିଲା ଫଳରେ ସ୍କୁଟି ଆରୋହୀ ମହେଶ୍ୱରପିଣ୍ଡା ଗ୍ରାମର ସୁଦର୍ଶନ ଅମାତ ଆହତ ହୋଈଥିଲେ I ଫଳରେ କ୍ଷତିପୂରଣ ପାଇଁ ଉତକ୍ତ ଲୋକେ ରାସ୍ତା ରୋକ କରିଥିଲେ I ଫଳରେ ଉଭୟ ପାର୍ଶ୍ଵ ରେ ଗାଡି ମଟର ଅଟକି ରହିଥିଲା I ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ଯୋଗେଇଦେବା ପ୍ରତିଶୃତି ଦେଇଥିଲେ I ଫଳରେ ରାତ