Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ର ଝାଲ ମୁଢ଼ି ବିକାଳୀ ଆଜାଦ ମେହେରଙ୍କ ସ୍ତ୍ରୀ ବାସନ୍ତୀ ମେହେରଙ୍କ ପ୍ରତିକ୍ରିୟା

Titlagarh, Balangir | Sep 6, 2025
ଶନିବାର ସକାଳୁ ରେଳବାଇ ଓଭର ବ୍ରିଜ ସିଡ଼ି ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା। ପୋଲିସକୁ ଖବର ଦେବା ପରେ ତଦନ୍ତ କରିବାରୁ ସେ ଟିଟିଡୁଙ୍ଗୁରି ପଡ଼ାର ଆଜାଦ ମେହେର ବୋଲି ଜଣା ପଡିଥିଲା। ତେବେ କଣ ପାଇଁ ଏଭଳି ଚରମ ନିଷ୍ପତି ନେଲେ କାହିଁକି ତାଙ୍କର ଏମିତି ଅବସ୍ଥା ହେଲା ସେ ବିଷୟରେ ତାଙ୍କ ସ୍ତ୍ରୀ ବାସନ୍ତୀ ମେହେର ନିଜର ପ୍ରତିକ୍ରିୟା ରଖିଛନ୍ତି
Read More News
T & CPrivacy PolicyContact Us