Download Now Banner

This browser does not support the video element.

ଏମ.ଭି ୭୯: ମାଲକାନଗିରି ଜିଲ୍ଲା ଉପ ଜିଲ୍ଲାପାଳ, ଏମଭି-୭୯ ଠାରେ ଥିବା ଡକ୍ଟର ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଗସ୍ତ

MV 79, Malkangiri | Sep 23, 2025
ମାଲକାନଗିରି ଜିଲ୍ଲା ଏମଭି ୭୯ ଗ୍ରାମସ୍ଥିତ ଡଃ ଶ୍ୟାମାପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମଙ୍ଗଳବାର ଦିନ ମାଲକାନଗିରି ଉପଜିଲ୍ଲାପାଳ ଅଶ୍ଵିନି ଏ ଏଲ୍ ଗ୍ରସ୍ତ କରି ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝିଥିବା ଜଣାପଡିଛି। ସୁଚନା ମୁତାବକ ସୋମବାର ସକାଳୁ ଉପଜିଲ୍ଲାପାଳ ଏମଭି ୭୯ ସ୍ଥିତ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ମାନ ଯାଂଚ ସହ ପିଲାଙ୍କ ସମସ୍ୟା ବାବଦରେ ପଚାରି ବୁଝିବା ନିମନ୍ତେ ପହଂଚି ଥିଲେ ।
Read More News
T & CPrivacy PolicyContact Us