This browser does not support the video element.
କଣ୍ଟାମାଳ: ଆଦିମକାଲ ପରମ୍ପରା ଉଜ୍ଜୀବିତ ରଖିବା ପ୍ରୟାସ ରୁଗୁଡି କନପା ଗ୍ରାମରେ ଭାଗବତ ଜନ୍ମ ଉତ୍ସବ ପାଳିତ
Kantamal, Boudh (Bauda) | Sep 7, 2025
ଭାଗବତ ଜନ୍ମ ଉତ୍ସବ ପାଳିତ ଆଜି ହେଉଛି ଭାଗବତ ଜନ୍ମ ସେଥିପାଇଁ କଣ୍ଟାମାଲ ଅଂଚଳ ର ସମସ୍ତ ଭାଗବତ ଡୁଙ୍ଗିରେ ଭାଗବତ ଜନ୍ମ ଉତ୍ସବପାଳନ ହୋଇଛି I ଠିକ ସେହି ଭଲି ରୁଗୁଡ଼ିକନପା ରେ କାହିଁ କେଉଁ କାଳ ରୁ ଚାଲିଆସୁଥିବା ପରମ୍ପରା କୁ ଆଜି ଵି ବଞ୍ଚେଇ ରଖିଛନ୍ତି ଲୋକେ I ତେବେ ଆଜି 8ଘଣ୍ଟା ସମୟରେ ନିଷ୍ଠା ଭକ୍ତି ରେ ପୂଜା ଅର୍ଚନା କରାଯାଇଛି I ଭାଗବତ ପାଠ ମଧ୍ୟ୍ୟ ହୋଈଛି I ଆଖି ପାଖ ଅଂଚଳ ର 8ଖଣ୍ଡ ଗ୍ରାମର ଲୋକ ଯୋଗଦେଇଛନ୍ତି I ଆଜି ଵି ଏହି ପରମ୍ପରା କୁ ଜୀବିତ ରଖିଛନ୍ତି ଏହି ଗ୍ରାମବାସି I