Download Now Banner

This browser does not support the video element.

ଝାରସୁଗୁଡା: ଲଖନପୁର ଗାଁ ର ସମଲେଶ୍ବରୀ ମନ୍ଦିରରେ ମା ସମଲେଶ୍ବରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୃଶ୍ୟମାନ ହୋଇଛି ପାଦ ଚିନ୍ହ

Jharsuguda, Jharsuguda | Aug 21, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ଗାଁ ର ସମଲେଶ୍ବରୀ ମନ୍ଦିରରେ ମା ସମଲେଶ୍ବରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୃଶ୍ୟମାନ ହୋଇଛି ପାଦ ଚିନ୍ହ l ମନ୍ଦିର ପୂଜକ ଆଜି ସକାଳ ପ୍ରାୟ ୭ ଟା ରେ ମଂଗଳ ଆଳତି ପାଇଁ ମନ୍ଦିର ଗେଟ ଖୋଲିବା ସମୟରେ ପଥମେ ଦେଖିଥିଲେ ମା ସମଲେଶ୍ବରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଲାଲ ରଙ୍ଗରେ ଦୃଶ୍ୟମାନ ହେଉଥିବା ପାଦ ଚିନ୍ହ ଏବଂ ପାଦ ଚିନ୍ହ ପାଖରେ ମାଙ୍କ ଖଣ୍ଡା ଏବଂ ତ୍ରିଶୂଳ ମଧ୍ୟ ପଡ଼ିରହିଥିଲା l
Read More News
T & CPrivacy PolicyContact Us