Download Now Banner

This browser does not support the video element.

ଚମ୍ପୁଆ: ମହମ୍ମଦ ଜୟନ୍ତୀକୁ ନେଇ ବଡବିଲ ଥାନାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Champua, Kendujhar | Sep 3, 2025
ମହମ୍ମଦ ଜୟନ୍ତୀକୁ ନେଇ ଆଜି ବଡବିଲ ଥାନାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏସଡିପିଓ ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆ ଓ ଆଇଆଇସି ଶ୍ରୀ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧି ଉପସ୍ଥିତ ରହିବା ସହ ଏହି ପର୍ବ ପାଳନ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି।
Read More News
T & CPrivacy PolicyContact Us