Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ବିଧାୟକଙ୍କ ବିୟୋଗରେ ଗଭିର ଶୋକ ବ୍ୟକ୍ତ କଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ

Nuapada, Nuapada | Sep 8, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଆଜି ବିୟୋଗ ହୋଇଯାଇଛି। ଏହି ଖବର ପରେ ଗଭିର ଶୋକ ବ୍ୟକ୍ତ କରିଛନ୍ତି ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ। ଦଳ ଜଣେ କର୍ମନିଷ୍ଟ ରାଜନେତାଙ୍କୁ ହରାଇଲା ବୋଲି ମତ ରଖି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲାର ଜଣେ ଲୋକପ୍ରିୟ ବିଧାୟକ ଭାବରେ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ବେଶ ପରିଚିତ ଥିଲେ। ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ୪ ଥର ନିର୍ବାଚିତ ହୋଇଥିଲେ। ଏହି ଅବସରରେ ଗତ ବିଜେଡ଼ି ସରକାରରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ।
Read More News
T & CPrivacy PolicyContact Us