Download Now Banner

This browser does not support the video element.

କେନ୍ଦୁଝର ସହର: ତୁରୁମୁଙ୍ଗା ନିକଟସ୍ଥ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ଅଭିମୁଖେ ଗଲେ ୨୯ଟିକିଆ ହାତୀପଲ

Kendujhar Town, Kendujhar | Sep 26, 2025
ପାଟଣା ରେଞ୍ଜରେ ଥିବା ୨୯ ଟିକିଆ ହାତୀପଲ ଆଜି ମୟୂରଭଞ୍ଜ ଅଭିମୁଖେ ଯାଉଥିବା ଦେଖା ଯାଇଛି। ଏହି ହାତୀପଲ ତୁରୁମୁଙ୍ଗା ନିକଟ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ବନଖଣ୍ଡର କରଞ୍ଜିଆ ରେଞ୍ଜ ଅଭିମୁଖେ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ଲୋକେ ଭିଡ ଜମାଇଥିବା ପରିଲକ୍ଷିତ ହୋଇଥିଲା।
Read More News
T & CPrivacy PolicyContact Us