This browser does not support the video element.
ଅନୁଗୋଳ: କୁମୁରିସିଂହା ଗ୍ରାମ ନିକଟରେ ଗୋଟିକିଆ ଦନ୍ତା ହାତୀ
Anugul, Angul | Sep 2, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମୁରିସିଂହା ଗ୍ରାମ ନିକଟରେ ଗୋଟିକିଆ ଦନ୍ତା ହାତୀ ଦେଖିବାକୁ ମିଳିଛି।ସୋମବାର ରାତି ପ୍ରାୟ ଦୁଇଟା ବେଳେ ହାତୀ ଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡ଼ାଇଥିବା ଜଣା ପଡ଼ିଛି।