Download Now Banner

This browser does not support the video element.

ଆସିକା: ଡାକବଙ୍ଗଳା ଠାରେ ପଞ୍ଚାୟତ ସ୍ଥରୀୟ ନେତାଙ୍କ ସହ ଆଲୋଚନା କଲେ କଂଗ୍ରେସ ଏଆଇସିସି ପର୍ଯ୍ୟବେକ୍ଷକ ସଚିନ ନାୟକ

Asika, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା ଆସିକା ସହର ପୁରୁଣା ବସଷ୍ଟାଣ୍ଡ ନିକଟ ଡାକ ବଙ୍ଗଳା ଠାରେ ପୂର୍ବତନ ଆସିକା ବିଧାୟିକା ପ୍ରାଥୀନି ସୁରଭି ବିଷୋୟୀ ଙ୍କ ଉପସ୍ଥିତିରେ ଏଆଇସିସି ପର୍ଯ୍ୟବେକ୍ଷକ ନିର୍ବାଚନ ମଣ୍ଡଳୀ ର ବହୁ ପଞ୍ଚାୟତ ର ଆଗଧାଡିର ର ନେତା ଙ୍କ ସହ ସଂଗଠନ ନେଇ ଆଲୋଚନା କରିବା ସହ ନିଜ ସମସ୍ୟା ନେତା ଙ୍କ ଆଗରେ ଉପସ୍ଥାପନା କରିଥିଲେ କର୍ମୀ l
Read More News
T & CPrivacy PolicyContact Us