Download Now Banner

This browser does not support the video element.

କୋରାପୁଟ ସହର: ଜିଲ୍ଲାପାଳଙ୍କୁ ଭେଟିଲେ ଚାକିରୀରୁ ବଂଚିତ ନାଲକୋ ଜମିହରା ସଂଘ ସଦସ୍ୟ ପ୍ରତିକ୍ରିୟା ରଖିଛନ୍ତି ୱେଲଫେର କମିଟି ଅଧ୍ୟକ୍ଷ

Koraput Town, Koraput | Sep 1, 2025
ଦାମନଯୋଡି ନାଲକୋ ପ୍ରତିଷ୍ଠା ନିମନ୍ତେ ଜମି ହରାଇ  ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉତ୍ତରାଧିକାରୀ  ମାନଙ୍କୁ ଚାକିରୀ ଦେବା ଦାବି କରି ଜମିହରା ପରିବାରର ସଦସ୍ୟ ମାନେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ନାଲକୋ ଜମିହରା ସଂଘ ୱେଲଫେର କମିଟି ଅଧ୍ୟକ୍ଷ ସୁରଜ କୁମାର ଶ୍ରୀହରିଆଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ କୋରାପୁଟ ଜିଲ୍ଲାପାଳଙ୍କୁ ଆଜି ଦିନ ୨ଟା ସମୟରେ ଦାବୀ ପତ୍ର ପ୍ରଦାନ କରିବା ସହ ସେମାନଙ୍କ ବିରୁଦ୍ଧରେ ନାଲକୋ କର୍ତ୍ତୃପକ୍ଷ କରିଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବାକୁ ମଧ୍ୟ ଦାବୀ କରିଛନ୍ତି।
Read More News
T & CPrivacy PolicyContact Us