This browser does not support the video element.
ସୁନ୍ଦରଗଡ ସହର: ସିଡବ୍ଲ୍ୟୁସି ଓ ବଡ଼ଗାଁ ପୋଲିସ ଦ୍ବାରା ଚାରି ନାଗା ଶିଶୁ ବଡ଼ଗାଁ ଅଞ୍ଚଳରୁ ଉଦ୍ଧାର, ଉଚ୍ଚ ସ୍ତରୀୟ ତଦନ୍ତ ଜାରି
Sundargarh Town, Sundargarh | Aug 25, 2025
ଆଜି ଅଗଷ୍ଟ 25 ତାରିଖ ସୋମବାର ଅପରାହ୍ନ 3:45 ରେ ବଡଗାଁ ପୋଲିସ 4 ଜଣ ଅବୋଧ ଶିଶୁଙ୍କୁ ସଙ୍ଗୀନ ଅବସ୍ଥାରେ ଉଦ୍ଧାର କରି CWC କାର୍ଯ୍ୟାଳୟରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଥିଲା। ଗଣ ମାଧ୍ୟମ ପ୍ରତିନିଧି ମାନେ CWC ରେ ପହଞ୍ଚିବା ପରେ ସମସ୍ତ କଥା ଜଣା ପଡ଼ିଥିଲା। ଚାରି ଶିଶୁଙ୍କୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇ ଏମାନଙ୍କୁ ନାଗପୁର ଚାଲାଣ ହେଉ ଥିବା ଜଣା ପଡିଛି। ତେବେ କେହି ଜଣେ ନିଜକୁ ଆଚାର୍ଯ୍ୟ କହି ଏମାନେ ସମସ୍ତେ ତାଙ୍କ କଷ୍ଟଡି ରେ ଯାଉଥିଲେ ଏବଂ ତାଙ୍କ ନିକଟରେ ସେମାନଙ୍କୁ ନାଗପୁର ର ଏକ ସ୍ବତନ୍ତ୍ର ଆଶ୍ରମକୁ ନେବା ପାଇଁ କେହି ଜଣେ ଅନୁମତି ପତ୍ର ଦେଇଥିବା ସେ ଜିଲ୍ଲା