This browser does not support the video element.
ସୁନ୍ଦରଗଡ ସହର: ସୁନ୍ଦରଗଡ ନୂତନ ଆର୍ ଟି ଓ ଭାବେ ଯୋଗ ଦେଲେ ମାନା ସିଂ
Sundargarh Town, Sundargarh | Sep 11, 2025
ସୁନ୍ଦରଗଡ ଗୁରୁବାର ଅପରାହ୍ନ ଚାରିଟା ସମୟର ସୂଚନା ଅନୁଯାୟୀ ସୁନ୍ଦରଗଡ ନୂତନ ଆର୍ ଟି ଓ ଭାବେ ଯୋଗ ଦେଲେ ମାନା ସିଂ। ତାଙ୍କୁ କାର୍ଯ୍ୟାଳୟ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ସମସ୍ତ ଅଧିକାରୀ ଓ କର୍ମଚାରୀ