Download Now Banner

This browser does not support the video element.

କେନ୍ଦୁଝର ସହର: ସ୍ବାମ ପାଟଣା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ Climate ପଞ୍ଚାୟତ କାର୍ଯ୍ୟକ୍ରମ ଯୋଗଦେଲେ ବିଧାୟକ

Kendujhar Town, Kendujhar | Aug 24, 2025
ଆଜି ସ୍ବାମପାଟଣା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଓଡ଼ିଶାର ଅଗ୍ରଣୀ ଦୈନିକ ଖବରକାଗଜ ସମ୍ବାଦ ଆନୁକୂଲ୍ଯରେ ଆୟୋଜିତ Climate ପଞ୍ଚାୟତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ l ବିଶ୍ବ ଜଳବାୟୁ ଆଜି ଯେଭଳି ଏକ ପରିବର୍ତ୍ତିତ ଏବଂ ପରିବର୍ଦ୍ଧିତ ଅବସ୍ଥା ଦେଇ ଗତି କରୁଛି, ତାହା ବାସ୍ତବରେ ଚିନ୍ତା ଏବଂ ଉଦବେଗର ବିଷୟ l ପୃଥିବୀକୁ ପୁନଶ୍ଚ ପୂର୍ବାବସ୍ଥାକୁ ଫେରାଇ ଆଣିବା ଦିଗରେ ଏକ ସାମୂହିକ ପ୍ରୟାସ ଆମ ପ୍ରତି ପ୍ରତ୍ୟେକଙ୍କ ଦାୟିତ୍ବ l ତେବେ ଏଥିପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ l
Read More News
T & CPrivacy PolicyContact Us