This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ସୂଚନା
Sambalpur M, Sambalpur | Aug 21, 2025
ବନ୍ଦ ହେଲା ହୀରାକୁଦ ର ସମସ୍ତ ଗେଟ l ବର୍ତ୍ତମାନ ହୀରାକୁଦ ର ସମସ୍ତ ଗେଟ ବନ୍ଦ ରହିଛି l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 616.58ଫୁଟ ରହିଛି l ଆଜି ସନ୍ଧ୍ୟା 6.30 ସୁଦ୍ଧା ହୀରାକୁଦ ଜଲଭଣ୍ଡାରକୁ ପ୍ରତି ସେକେଣ୍ଡ ରେ 98ହଜାର 102ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାର ରୁ 36ହଜ଼ାର 130କ୍ୟୁସେକ ଜଳ ନିଷ୍କାସନ ହେଉଛି l