Download Now Banner

This browser does not support the video element.

ଭଟଲି: ଭଟଲୀ ବସ୍ତି ର ଗଣେଶ ପୁଜା ଉଦଯାପନୀ ଉତ୍ସବ ରେ ଆଜି ଯୋଗଦାନ କଲେ ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ଉମା ଓ ତାଙ୍କର ଟିମ୍

Bhatli, Bargarh (Baragarh) | Sep 1, 2025
ଭଟଲୀ ବସ୍ତି ର ଗଣେଶ ପୁଜା ଉଦଯାପନୀ କାର୍ଯ୍ୟକ୍ରମ ରେ ଆଜି 10:30 PM ରେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ ଯୋଗଦାନ କରିଥିଲା ବେଲେ ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ଉମା ଓ ତାଙ୍କର ଟିମ୍ ଅଂଶଗ୍ରହଣ କରି ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
Read More News
T & CPrivacy PolicyContact Us