Download Now Banner

This browser does not support the video element.

ଅମ୍ବାଭୋନା: ବେହେରା ଗ୍ରାମର ବରିଷ୍ଠ ପହରୁ ସିଦାର ଙ୍କ ଦୟନୀୟ ଅବସ୍ଥା ର ଖବର ପାଇ ଆଜି ତାଙ୍କ ଗାଁ ରେ ପହଞ୍ଚି ସହାୟତାର ହାତ ବଢାଇଲେ ଅଟକ ପରିବାର ର ସଦସ୍ଯ

Ambabhona, Bargarh (Baragarh) | Aug 30, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ପଂଚାୟତ ଅନ୍ତର୍ଗତ ବେହେରା ଗ୍ରାମର ବୟୋଜ୍ୟେଷ୍ଠ ପହରୁ ସିଦାର ଙ୍କ ପରିବାର ଅତି ଦୟନୀୟ ସ୍ଥିତିରେ ଗତିକରୁଛନ୍ତି | ଆର୍ଥିକ ଅବସ୍ଥା ଏତେ ଶୋଚନୀୟ ଯେ ତାଙ୍କ ଚିକିତ୍ସା ପାଇଁ ନିଜର ରାସନ କାର୍ଡ କୁ ବନ୍ଧା ରଖିଛନ୍ତି | ଜାଣିବା ପରେ ଅଟଳ ପାରିବାର ର ସଦସ୍ୟ ଶିବାଜୀ ପଟେଲ ଓ ଅନ୍ଯାନ୍ଯ ସଦସ୍ଯ ଙ୍କ ସହ ତାଙ୍କ ଘରକୁ ଯାଇ ଅସୁବିଧା ପଚାରି ବୁଝିବା ସହ , କାର୍ଡ କୁ ବନ୍ଧମୁକ୍ତ କରିବାପାଇଁ ବ୍ୟବସ୍ଥା କଲେ ଏବଂ ତାଙ୍କ ଶାରୀରିକ ଭିନ୍ନକ୍ଷମ ପୁଅ ର ଭତ୍ତା ତଥା ଉନ୍ନତ ଚିକିତ୍ସା ସକାଶେ ବ୍ଯବସ୍ଥା କରିଥିବା ସୁଚନା ରହିଛି
Read More News
T & CPrivacy PolicyContact Us