Download Now Banner

This browser does not support the video element.

ସୁନ୍ଦରଗଡ ସହର: ସହରର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କଲୋନୀ ପଡ଼ା ପୂଜା ମଣ୍ଡପରେ ଗଣେଶ ପୂଜା ପାଳିତ

Sundargarh Town, Sundargarh | Aug 27, 2025
ସୁନ୍ଦରଗଡ ବୁଧବାର ସକାଳ ୯ ଟା ସମୟର ସୂଚନା ଅନୁଯାୟୀ ସହରର ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ , ସୁନାରି ପଡ଼ା, ହସ୍ପିଟାଲ ରୋଡ, ଜେଲ୍ ରୋଡ ବିଭିନ୍ନ କଲୋନୀ ସରକାରୀ ଅଫିସ ପୂଜା ମଣ୍ଡପ ରେ ଧୁମ୍ ଧାମରେ ପାଳିତ ହେଉଛି ଗଣେଶ ପୂଜା ପାଳନ ହେଉଛି
Read More News
T & CPrivacy PolicyContact Us