Download Now Banner

This browser does not support the video element.

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ଦଦରା ଗାଁ ରେ ସ୍ତ୍ରୀକୁ ଆକ୍ରମଣ କରି ସ୍ବାମୀ ଗିରଫ

Kantabanji, Balangir | Sep 6, 2025
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଦନ୍ଦରା ଗାଁରେ ସ୍ତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସ୍ବାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ
Read More News
T & CPrivacy PolicyContact Us