Download Now Banner

This browser does not support the video element.

ସୋରଡା: ସୋରଡ଼ା ଥାନା ଗାଜଲବାଡ଼ି ପଞ୍ଚାୟତ ଅଧୀନ ଆମ୍ବକୋଣ ଗାଁ ନିକଟ ବୁଲାଣି ରେ ବାହୁବଳୀ ନାମକ ଘରୋଇ ବସ ସହ ହାଇୱା ମୁହାମୁହି ଧକ୍କା

Surada, Ganjam | Sep 21, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଲବାଡ଼ି ପଞ୍ଚାୟତ ଅଧୀନ ଆମ୍ବକୋଣ ଗାଁ ନିକଟ ବୁଲାଣି ରେ ବାହୁବଳୀ ନାମକ ଘରୋଇ ବସ ସହ ହାଇୱା ମୁହାମୁହି ଧକ୍କା ହୋଇଛି ।ଏହି ରାସ୍ତା ଟି ସୋରଡ଼ା ଓ ଦାରିଙ୍ଗବାଡି ସଂଯୋଗ କରୁଥିବା 59 ନମ୍ବର ଜାତୀୟ ରାଜପଥ । ସୂଚନା ମୁତାବକ ଘୋରୋଇ ବସ୍ ଟି ବ୍ରହ୍ମପୁର ରୁ ବାଲିଗୁଡା ଯାଉଥିବା ବେଳେ ଦାରିଙ୍ଗିବାଡି ରୁ ଆସୁଥିବା ଏକ ହାଇୱା ସହ ଆମ୍ବକୋଣ ଗାଁ ନିକଟ ବୁଲାଣି ରେ ମୁହମୁହି ଧକ୍କା ହୋଇଛି ।ତେବେ ହାଇୱା ର ଡ୍ରାଇଭର ର ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ବେଳେ ବସ୍ ର କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।ତେବେ ଉଭୟ ପଟୁ ଗାଡ଼ି ଅଟକି ରହିଥିବା ସୂଚନା.
Read More News
T & CPrivacy PolicyContact Us