Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ମା ଭଣ୍ଡାରଘରଣୀ ମନ୍ଦିର ସହ ବିଭିନ୍ନ ମନ୍ଦିରରେ “ଶୋଭା” ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ବାଲ୍ୟ ବିବାହ ନିରାକରଣ ସଚେତନତା ଅଭିଯାନ

Nabarangapur PS, Nabarangpur | Sep 13, 2025
ମା ଭଣ୍ଡାରଘରଣୀ ମନ୍ଦିର ସହ ବିଭିନ୍ନ ମନ୍ଦିରରେ “ଶୋଭା” ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ବାଲ୍ୟ ବିବାହ ନିରାକରଣ ସଚେତନତା ଅଭିଯାନ । ଆଜି ଶୋଭା ଅନୁଷ୍ଠାନ ତରଫରୁ ବାଲ୍ୟ ବିବାହ ବିରୋଧରେ ଧର୍ମଗୁରୁଙ୍କ ଶପଥ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୋଭା ଅନୁଷ୍ଠାନର ସଦସ୍ୟ ମାନେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ମନ୍ଦିର ଗସ୍ତକରି ମନ୍ଦିର ପୂଜକଙ୍କୁ ଠାରୁ ବାଲ୍ୟବିବାହ ନିରାକରଣ କ୍ଷେତ୍ରରେ ସଚେତନତା ବାର୍ତ୍ତା ଗ୍ରହଣ କରିବା ସହ ଏହି ଅଭିଯାନର ଭାଗିଦାରୀ ହେବା ପାଇଁ ଶପଥ ଗ୍ରହଣ କରାଇଛନ୍ତି ।
Read More News
T & CPrivacy PolicyContact Us