Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନୁଆଁ ଗାଁ ବିଦ୍ୟାଳୟ ରେ ନିଆଁରେ ଢଙ୍ଗରେ ଜନ୍ମଦିନ ପାଳିଲେ ବ୍ଲକ ବିଜୁ ଜନତା ଦଳ ଯୁବବିଜେଡି ସଭାପତି ବ୍ରଜ ସୁନ୍ଦର ମଲ୍ଲିକ
Kabisuryanagar, Ganjam | Aug 27, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବିଜୁ ଜନତା ଦଳ ର ବ୍ଲକ ଯୁବ ବିଜେଡି ସଭାପତି ବ୍ରଜ ସୁନ୍ଦର ମଲ୍ଲିକ ଆଜି ନିଆଁରେ ଢଙ୍ଗରେ ନିଜର ଜନ୍ମଦିନ କୁ ପାଳିଛନ୍ତି. ଆଜି ସକାଳ ସମୟରେ ଯୁବ ବିଜେଡି ସଭାପତି ନୁଆଁ ଗାଁ ପ୍ରାଥମିକ ବିଦ୍ୟାଳୟ ରେ ପହଞ୍ଚି ଗଣେଶ ପୂଜା ଅବସରରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କୁ କିଛି ସାମଗ୍ରୀ ପ୍ରଦାନ କରିବା ସହ ଖାଦ୍ୟ ପ୍ରଦାନ କରିଛନ୍ତି. ଅନ୍ୟପଟେ କବିସୂର୍ଯ୍ୟନଗର ସହର ରେ ବିଭିନ୍ନ ସ୍ଥାନରେ ଆୟୋଜିତ ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରିବା ସହ ଯୁବ ବିଜେଡି ପକ୍ଷରୁ କେକ କାଟି ଶୁଭେଚ୍ଛା ପ୍ରଦାନ କରିଥିଲେ.
Share
Read More News
T & C
Privacy Policy
Contact Us
Your browser does not support JavaScript!