This browser does not support the video element.
ସୁନ୍ଦରଗଡ ସହର: ସଦଭାବନା ଗୃହରେ ଯୌତୁକ ନିଷେଧ ଅଧିନିୟମ ଆଇନ - 1961 ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
Sundargarh Town, Sundargarh | Sep 26, 2025
ଆଜି ସେପ୍ଟେମ୍ୱର 26 ତାରିଖ ଶୁକ୍ରବାର ପୂର୍ବାହ୍ନ 10 ଟାରୁ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି କର୍ମଶାଳା । ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସଦଭାବନା ଗୃହରେ ଯୌତୁକ ନିଷେଧ ଅଧିନିୟମ ଆଇନ -1961ସମ୍ବନ୍ଧିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଆୟୋଜିତ ହୋଇ ଯାଇଛି।ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ମାଝୀ ମୁଖ୍ଯ ଅତିଥି ରୂପେ ଉଦ୍ ବୋଧନ ଦେଇ କହିଥିଲେ ଯେ ଝିଅ ମାନେ ଆର୍ଥିକ ଦୃଷ୍ଟିରୁ ସ୍ବୟଂ ସଂପୂର୍ଣ୍ଣ ହୋଇ ପାରିଲେ ଏହି କୁ ପ୍ରଥାର ଦୂରୀକରଣ ହୋଇ ପାରିବ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଡକ୍ଟର ରିନତ