Download Now Banner

This browser does not support the video element.

କଣ୍ଟାମାଳ: ଟୁକେଇ ପାଲି ନିକଟରୁ ଜବତ 1 କ୍ବିଣ୍ଟାଲ୍ ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କଲା ଅବକାରୀ ମୋବାଇଲ୍ ସ୍କ୍ୱାଡ

Kantamal, Boudh (Bauda) | Sep 29, 2025
ସୋମବାର ସନ୍ଧ୍ୟାରେ ବୌଦ୍ଧ ଅବକାରୀ ମୋବାଇଲ୍ ସ୍କ୍ୱାଡ ପକ୍ଷରୁ ମନମୁଣ୍ଡା ଥାନା ଟୁକେଇ ପାଲି ନିକଟରୁ ଜବତ 1 କ୍ବିଣ୍ଟାଲ୍ ଗଞ୍ଜେଇକୁ କୋର୍ଟରେ ପ୍ରଦର୍ଶନ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ୱାଡ ମନମୁଣ୍ଡା ଥାନା ଟୁକେଇ ପାଲି ଗ୍ରାମ ଜଙ୍ଗଲ ନାଳ ନିକଟରେ ଚଢାଉ କରିଥିଲା l ଅବକାରୀ ସ୍କ୍ଵାଡକୁ ଦେଖି ଚାଲାଣକାରୀ ମାନେ ଫେରାର ମାରିଥିବା ବେଳେ ଗଞ୍ଜେଇ କୁ ଜବତ କରି କୋର୍ଟରେ ପ୍ରଦର୍ଶନ କରାଯାଇଛି |
Read More News
T & CPrivacy PolicyContact Us