Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବମିଖାଲ କେନାଲ ରୋଡ଼ ନିକଟରେ ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣା,ଝାରପଡ଼ା କଂସେଇ ଖାନା ଅଞ୍ଚଳରୁ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ

Bhubaneswar M Corp, Khordha | Sep 8, 2025
ବମିଖାଲ କେନାଲ ରୋଡ଼ ନିକଟରେ ବନ୍ଧୁକ ଦେଖାଇ ଟଙ୍କା ଲୁଟ ଘଟଣା,ଝାରପଡ଼ା କଂସେଇ ଖାନା ଅଞ୍ଚଳରୁ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ | ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଏବଂ ଆଜାଦ ଶବର ଦୁହେଁ କଟକ ରୋଡ଼ରେ ଥିବା ହୋଟେଲ ଜ୍ୟୋତ୍ସ୍ନା ରେ ଚାକିରୀ କରନ୍ତି । ଉଭୟ ଉକ୍ତ ହୋଟେଲରୁ କାମ ସାରି ଘରକୁ ଫେରୁଥିବା ବେଳେ ଦୁଇ ଅଭିଯୁକ୍ତ ପିଛା କରି ଆସି ବମିଖାଲ କେନାଲ ରୋଡ଼ ନିକଟରେ ଉଭୟଙ୍କୁ ଜୋରଜବରଦସ୍ତ ଅଟକାଇଥିଲେ । ଜଣେ ଅଭିଯୁକ୍ତ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଉଭୟଙ୍କୁ ପାଖରେ ଥିବା ଟଙ୍କା ମାଗିଥିଲେ ।
Read More News
T & CPrivacy PolicyContact Us