Download Now Banner

This browser does not support the video element.

କାମାକ୍ଷାନଗର: ଡେଙ୍ଗାବାହାଳୀ ଗ୍ରାମରେ ଘରୁ ଚୋରି ନେଇ ଅଭିଯୋଗ, ତଦନ୍ତ କରୁଛି ଭୁବନ ପୋଲିସ

Kamakshyanagar, Dhenkanal | Aug 23, 2025
ଡେଙ୍ଗାବାହାଳୀ ଗ୍ରାମରେ ଘରୁ ଚୋରି ଶନିବାର ୨ଟାରେ ଭୁବନ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା ଭୁବନ ଥାନା ଡେଙ୍ଗାବାହାଳି ଗାଁରୁ ଚୋରୀ ହେଲା ଆଟାଚ ଆଉ ତାରି ଭିତରେ ଥିଲା ଟଙ୍କା ଅଭିଯୋଗ ପରେ ଶନିବାର ଭୁବନ ଥାନା ପୋଲିସ ପହଂଚି କରୁଛି ତଦନ୍ତ ।ଘରଠାରୁ ଦୂରରେ ଥିବା ଏକ କେନାଲ ହୁଡ଼ାରୁ ମିଳିଲା ଆଟାଚ ।
Read More News
T & CPrivacy PolicyContact Us