This browser does not support the video element.
ନୂଆପଡା: ନୂଆପଡ଼ା ମୁସଲିମ ସମାଜ ୟଙ୍ଗ କମିଟି ପକ୍ଷରୁ ଆଜି ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ
Nuapada, Nuapada | Sep 5, 2025
ଆଜି ସଦର ନୂଆପଡାରେ ମୁସଲିମ ସମାଜର ୟଙ୍ଗ କମିଟି ପକ୍ଷରୁ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ସକାଳ ୯ ଟା ସମୟରେ ସ୍ଥାନୀୟ ମସଜିଦ ନିକଟରେ ସମସ୍ତ ମୁସଲିମ ଭାଇ ମାନେ ଏକଜୁଟ ହୋଇ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ମୁସଲିମ ସମାଜର ଅନେକ ବରିଷ୍ଠ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।