This browser does not support the video element.
ଉମରକୋଟ: ଉମରକୋଟ ଅଞ୍ଚଳ ର ହଟାତ କଲୋନୀ ରେ ଭାଲୁ
Umarkote, Nabarangpur | Jun 9, 2024
ଉମରକୋଟ ହଟାତ କଲୋନୀ ରେ ଭାଲୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ହଟାତ କଲୋନୀ ରେ ଆଜି ସକାଳ ପ୍ରାୟ ୬.୩୦ ମିନିଟ ରେ ଏକ ଭାଲୁ ବୁଲୁ ଥିବାର ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ୱେଷଣ ରେ ସହର ମୁହାଁ ହେଉଛନ୍ତି ଜଂଗଲୀ ଭାଲୁ