ସୁନ୍ଦରଗଡ ସହର: ଅପରେସନ ସିନ୍ଦୂରରେ କାର୍ଯ୍ୟ ନିଭାଇଥିବା ସୈନିକ ମନୋହର ଖାଲଖୋଙ୍କୁ ଝାରସୁଗୁଡ଼ା ରେଳ ଷ୍ଟେସନରେ ସ୍ବାଗତ କଲେ ହରସମୋରା ଗ୍ରାମବାସୀ