Download Now Banner

This browser does not support the video element.

ପରଜଙ୍ଗ: ପଙ୍ଗାତିରା ଗାଁରେ ବୁଧବାର ୧୧ଟାରେ ମହାବିରୋଡ଼ କେନ୍ଦୁପତ୍ର ରେଞ୍ଜ ତରଫରୁ ମାଗଣା ସ୍ୱସ୍ଥ୍ୟ ଶିବିର ଅନୁଷ୍ଠିତ ଉପସ୍ଥିତ ରହିଲେ ରେଞ୍ଜର

Parajang, Dhenkanal | Sep 10, 2025
ପଙ୍ଗାତିରା ଗାଁରେ ବୁଧବାର ୧୧ଟାରେ ମହାବିରୋଡ଼ କେନ୍ଦୁପତ୍ର ରେଞ୍ଜ ତରଫରୁ ମାଗଣା ସ୍ୱସ୍ଥ୍ୟ ଶିବିର ଅନୁଷ୍ଠିତ ଉପସ୍ଥିତ ରହିଲେ ରେଞ୍ଜର କମଳଲୋଚନ ନାୟକ ।ଢେଙ୍କାନାଳ ଜିଲା ମହାଵିରୋଡ଼ କେନ୍ଦୁପତ୍ର ରେଞ୍ଜ ତରଫରୁ ତୋଳାଳି ଓ ବନ୍ଧେଇ କର୍ମଚାରୀଙ୍କ ସହିତ ଅନ୍ୟ ମାନଙ୍କ ପାଇଁ ପଙ୍ଗାତିରା ଗାଁରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ।ଏଠାରେ ଅଭିଜ୍ଞ ଡାକ୍ତର ପରାମର୍ଶ ନେବା ସହିତ ମାଗଣାରେ ଔଷଧ ନେଇଥିଲେ ।ଏଠାରେ ରେଞ୍ଜର କମଳ ଲୋଚନ ନାୟକ,ସରପଞ୍ଚ କରୁଣାକର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us