This browser does not support the video element.
ପୋଲସରା: ବେତାରସିଙ୍ଗି ନିକଟ ଭାଲୁମୁଣ୍ଡିଆ ପାହାଡ଼ ବ୍ଲାଷ୍ଟିଙ୍ଗ କୁ ନେଇ ତେଜୁଛି ଅସନ୍ତୋଷ
Polasara, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ବୁଗୁଡା ତହସିଲ ଅଧିନସ୍ତ ବେତରାସିଙ୍ଗି ଗ୍ରାମ ନିକଟ ଭାଲୁମୁଣ୍ତିଆ ପାହାଡରେ ବ୍ଲାଷ୍ଟିଙ୍ଗ କୁ ନେଇ ଅଞ୍ଚଳବାସୀ ଙ୍କ ବଢୁଛି ସମସ୍ୟା l ବର୍ଷ ବର୍ଷ ଧରି ପାହାଡ଼ ବ୍ଲାଷ୍ଟିଙ୍ଗ ହେବା ଯୋଗୁଁ ଆଖପାଖ ଅଞ୍ଚଳର ଚାଷଜମି ରେ ପଥର ଗୁଣ୍ଡ ପଡି ନଷ୍ଟ ହେବା ସହ ନିକଟ ବାସଘର ଗୁଡିକ ଫାଟି ଗଲାଣି l ଫଳରେ ଜନଜିବନ ବହୁତ ପ୍ରଭାବିତ ହେଉଛି l ପାହାଡ ରେ ପଥର ବ୍ଲାଷ୍ଟିଙ୍ଗ ବନ୍ଦ ଲାଗି ଗ୍ରାମବାସୀ ଏକତ୍ରିତ ହୋଇଥିବା ବେଳେ ଖବରପାଇ ପୋଲିସ ଗ୍ରାମରେ ପହଂଚି ଲୋକଙ୍କୁ ବୁଝାସୁଝା କରିଛି l