This browser does not support the video element.
ସୁନ୍ଦରଗଡ ସହର: କରମ ଡିହି ଓଭର ବ୍ରିଜ ଉପରେ ଗତକାଲି ରାତିରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
Sundargarh Town, Sundargarh | Sep 28, 2025
ଆଜି ସେପ୍ଟେମ୍ୱର 28 ତାରିଖ ରବିବାର ଗତ କାଲି ଦୁର୍ଘଟଣାରେ ଗୁରୁତର ଥିବା ଅଶ୍ୱିନୀ ସାହୁଙ୍କ ମୃତ୍ୟୁ ଖବର ଆଜି ସକାଳେ ପ୍ରଚାରିତ ହେବା ପରେ ଦୁର୍ଘଟଣା ସ୍ଥଳ କରମ ଡିହି ସ୍ଥାନୀୟ ଲୋକେ ଉତ୍ତେଜିତ ହେବା ସହ ପୋଲିସ ର କର୍ଯ୍ୟାନୁଷ୍ଠାନକୁ କେନ୍ଦ୍ର କରି ଅସନ୍ତୋଷ ପ୍ରକାଶ କରିବା ସହ ବଡ଼ଗାଁ ଥାନା ଓ ସଦର ଥାନାରେ ପହଞ୍ଚିଛନ୍ତି। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସାଧିନ ଅବସ୍ଥାର ଗତ କାଲି ରାତି ପ୍ରାୟ 11:30 ସମୟରେ ମୃତ୍ୟୁ ହୋଇଥିବା କଥା ତଦନ୍ତ କାରୀ ଅଧିକାରୀ ସୁଶୀଲ ବଗର୍ତ୍ତୀ କହିଛନ୍ତି। ତେବେ ଏ ନେଇ ସଦର ଥାନା କେଶ ନମ୍ବର -345 ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜ୍ଜୁ ହୋଇ